ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୩୬୫, ଗୋଟିଏ ଦିନରେ ୨ ହଜାର ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ : ଭାରତର ମୋଟ କରୋନା ସଂକ୍ରମିତ ସଂଖ୍ୟା ୩୫୩୬୫ରେ ପହଞ୍ଚିଛି। ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୫,୧୪୮ ଥିବାବେଳେ ମୃତ୍ୟୁସଂଖ୍ୟା ୧୧୫୨ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ଦେଶରେ ଏପର୍ଯ୍ୟନ୍ତ ମୋଟ ୯୦୬୪ ଜଣ କରୋନା ରୋଗୀ ସୁସ୍ଥ ହେଲେଣି। ଏହା ଫଳରେ ଦେଶର କରୋନା ଜନିତ ମୃତ୍ୟୁହାର ୩ ପ୍ରତିଶତରେ ସ୍ଥିର ଥିବାବେଳେ ଆରୋଗ୍ୟ ହାର ୨୫ ପ୍ରତିଶତ ଟପିଯାଇଛି। … Continue reading ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୩୬୫, ଗୋଟିଏ ଦିନରେ ୨ ହଜାର ନୂଆ ଆକ୍ରାନ୍ତ